ଗଂଜେଇ ଚାଷ ପାଇଁ ସାର ବିକିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ସାର ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଆମ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ରହିଛି । ଦୁର୍ନୀତି କଲେ ହେବ କଡ଼ା ଆକ୍ସନ, ଗଞ୍ଜେଇ ଚାଷ ପାଇଁ ସାର ଦିଆଯା
ଗଂଜେଇ ଚାଷ ପାଇଁ ସାର     ବିକିଲେ କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ସାର ପ୍ରସଙ୍ଗରେ

ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତି

ବିରୋଧରେ ଆମ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ରହିଛି । ଦୁର୍ନୀତି କଲେ ହେବ କଡ଼ା ଆକ୍ସନ, ଗଞ୍ଜେଇ

ଚାଷ ପାଇଁ ସାର ଦିଆଯାଉନି । ଯେଉଁମାନେ ଗଞ୍ଜେଇ ଚାଷ ପାଇଁ ସାର ବିକୁଛନ୍ତି ଆକ୍ସନ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande