ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ- ଇସିଆଇ
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ଚଳିତ ଲଘୁଚାପର ପ୍ରଭାବ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇ କହିଛନ୍ତି ଯେ ଆମକୁ ବିଶେଷକରି ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ। ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ ତଥାପି ପ୍ରଭାବିତ ହେବ। ସେହିପରି ବୈତରଣୀ ନଦୀରେ ପାଣ
ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ- ଇସିଆଇ


ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ଚଳିତ ଲଘୁଚାପର ପ୍ରଭାବ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇ କହିଛନ୍ତି ଯେ ଆମକୁ ବିଶେଷକରି ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ। ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ ତଥାପି ପ୍ରଭାବିତ ହେବ। ସେହିପରି ବୈତରଣୀ ନଦୀରେ ପାଣି ବଢ଼ିବ, ମାତ୍ର ବନ୍ୟା ହେବନି। ଅନ୍ୟପଟେ ବୁଢ଼ାବଳଙ୍ଗରେ ଜଳସ୍ତର ବଢ଼ୁଛି, ସତର୍କ ସଂକେତ ଛୁଇଁପାରେ। ମହାନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସୂଚନାଦେଇଛନ୍ତି ସର୍ବେ।।ଚ୍ଚ ଯନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande