ଆସନ୍ତାକାଲି ହେବାକୁ ଥିବା ଓଏସଏସଟିଇଟି-୨୦୨୬ ସ୍ଥଗିତ
ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି ହେବାକୁ ଥିବା ଓଏସଏସଟିଇଟି-୨୦୨୬ ସ୍ଥଗିତ ରହିଛି । କାଲି ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସଂଶୋଧିତ ତାରିଖ ଖୁବଶୀଘ୍ର ଜଣାଇବ ବୋଲି କହିଲା ବିଏସଇ । ---------------
ଆସନ୍ତାକାଲି ହେବାକୁ ଥିବା ଓଏସଏସଟିଇଟି-୨୦୨୬     ସ୍ଥଗିତ


ଭୁବନେଶ୍ୱର, 29 ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି

ହେବାକୁ ଥିବା ଓଏସଏସଟିଇଟି-୨୦୨୬ ସ୍ଥଗିତ ରହିଛି । କାଲି ଗୋଟିଏ ସିଟିଂରେ ପେପର-୧, ପେପର-୨

ପରୀକ୍ଷା ହେବାର ଥିଲା । ସଂଶୋଧିତ ତାରିଖ ଖୁବଶୀଘ୍ର ଜଣାଇବ ବୋଲି କହିଲା ବିଏସଇ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande