ଜମିପଟ୍ଟା ନପାଇ ଚାଷୀ ହନ୍ତସନ୍ତ
ଗଂଜାମ, 06 ସେପ୍ଟେମ୍ବର (ହି.ସ.) ଶେରଗଡ ତହସିଲ ରଵହୁଚାଷୀ ସେମାନଙ୍କ ପୂର୍ବ ପୁରୁଷଙ୍କ ନାମରେ ରହିଥିବା ଜମି ପଟ୍ଟାର ସଂଶୋଧନ କରିବାକୁ ବିଧିବଦ୍ଧ ଭାବେ ଦୀର୍ଘ ଛଅମାସରୁ ଉର୍ଦ୍ଧ୍ବ ସମୟ ହେଲା ତହସିଲକାର୍ଯାଳୟରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ପଟ୍ଟା ପରିବର୍ତ୍ତନ କରି ଏ ଯାଏ ପ୍ରଦାନ
ଜମିପଟ୍ଟା ନପାଇ ଚାଷୀ ହନ୍ତସନ୍ତ


ଗଂଜାମ, 06 ସେପ୍ଟେମ୍ବର (ହି.ସ.) ଶେରଗଡ ତହସିଲ ରଵହୁଚାଷୀ ସେମାନଙ୍କ ପୂର୍ବ ପୁରୁଷଙ୍କ ନାମରେ ରହିଥିବା ଜମି ପଟ୍ଟାର ସଂଶୋଧନ କରିବାକୁ ବିଧିବଦ୍ଧ ଭାବେ ଦୀର୍ଘ ଛଅମାସରୁ ଉର୍ଦ୍ଧ୍ବ ସମୟ ହେଲା ତହସିଲକାର୍ଯାଳୟରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ପଟ୍ଟା ପରିବର୍ତ୍ତନ କରି ଏ ଯାଏ ପ୍ରଦାନ କରାଯାଇନଥିବାରୁ ଏହି ଚାଷୀମାନେ ଚାଷୀ ପଞ୍ଜିକରଣ ଓ ଫସଲ ଵୀମା କରିବା ପାଇଁ ବହୁ ହନ୍ତସନ୍ତ ଶୋଇଥିବା ଜଣାପଡିଛି। ତୁରନ୍ତ ଶେରଗଡ ତହସିଲଦାର ଚାଷୀ ମାନଙ୍କ ପଟ୍ଟା ବଣ୍ଟନ କରିବାକୁ ଚାଷୀ ମହଲରେ ଦାବି ହେଉଛି। ଗଞ୍ଜାମ ଜିଲ୍ଲାପାଳ ଓ ରାଜସ୍ବ ମନ୍ତ୍ରୀ ଘଟଣାର ଅନୁଧ୍ୟାନ କରିବାକୁ ମଧ୍ୟ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande