ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଦୁର୍ଗାପୁର ଗସ୍ତରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଟିମ୍ । ଗଣ ଦୁଷ୍କର୍ମ
ପୀଡ଼ିତାଙ୍କୁ ଭେଟିବ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା । ସଭାନେତ୍ରୀ ଐଶ୍ଵର୍ଯ୍ୟା
ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ଦୁର୍ଗାପୁର ଗସ୍ତରେ ଯାଇଛି ଟିମ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା