ସାଲିଆ ସାହିରେ ପୁଣି ଦେଶୀମଦ ଭାଟିର ସନ୍ଧାନ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ପୁଣି ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ । ସିକ୍ରେଟ ଚାମ୍ବର ଭିତରେ ଦେଶୀ ମଦ କାରଖାନା ଠାବ କରିଛି । ସାଲିଆସାହି ବୀର ବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭା
ସାଲିଆ ସାହିରେ ପୁଣି ଦେଶୀମଦ ଭାଟିର ସନ୍ଧାନ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ପୁଣି ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର

ଅବକାରୀ ବିଭାଗ । ସିକ୍ରେଟ ଚାମ୍ବର ଭିତରେ ଦେଶୀ ମଦ କାରଖାନା ଠାବ କରିଛି । ସାଲିଆସାହି ବୀର

ବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ । ପୂର୍ବରୁ

ସାଲିଆସାହି ବୀରବାସା ବସ୍ତିରେ ବେଡ଼ରୁମ ଭିତରେ ଥିବା ଏକ ମହୁଲି ମଦ ଭାଟି ଠିକଣା ଉପରେ ଚଢାଉ

କରିବା ସହ ଏହାକୁ କରିଥିବା ବିଏମସିରେ କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରିଥିଲା ଅବକାରୀ

ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande