ଓଡ଼ିଶାରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ପାଇଁ ବେଦାନ୍ତର ପ୍ରସ୍ତାବ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଓଡ଼ିଶାରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି ବେଦାନ୍ତ। ୨୦ ବିଲିୟନ ଡଲାର ଅର୍ଥାତ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଗ୍ରହୀ ବେଦାନ୍ତ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚି
ଓଡ଼ିଶାରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ପାଇଁ ବେଦାନ୍ତର ପ୍ରସ୍ତାବ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଓଡ଼ିଶାରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି

ବେଦାନ୍ତ। ୨୦ ବିଲିୟନ ଡଲାର ଅର୍ଥାତ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା ନେଇ

ଆଗ୍ରହୀ ବେଦାନ୍ତ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି

ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ। ସାଢେ଼ ୩ ବର୍ଷରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ ରଖିଥିବା

ଚିଠିରେ ଉଲ୍ଲେଖ। ଦୀପାବଳୀ ପୂର୍ବରୁ ଏକ ଟିମ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବେଦାନ୍ତ ମୁଖ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande