୨୫୮ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଆରସି କ୍ୟାନ୍ସଲ ପାଇଁ ଚିଠି
ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି କମିସନରେଟ ପୋଲିସ । ଏଭଳି ଉଲ୍ଲଂଘନକାରୀଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଫିଟନେସ ସାର୍ଟିଫିକେଟ କ୍ୟାନସଲ ପାଇଁ କମିସନରେଟ ପୋଲିସ ପରିବହନ ବିଭାଗକୁ ଚିଠି ଲେଖି
୨୫୮ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଆରସି କ୍ୟାନ୍ସଲ ପାଇଁ ଚିଠି


ଭୁବନେଶ୍ୱର,୧୬ ଅକ୍ଟୋବର (ହି.ସ)- ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି କମିସନରେଟ ପୋଲିସ । ଏଭଳି ଉଲ୍ଲଂଘନକାରୀଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଫିଟନେସ ସାର୍ଟିଫିକେଟ କ୍ୟାନସଲ ପାଇଁ କମିସନରେଟ ପୋଲିସ ପରିବହନ ବିଭାଗକୁ ଚିଠି ଲେଖି ଜଣାଇଛି। ପ୍ରଥମ ପର୍ଯ୍ୟାୟରେ କଟକ ଏବଂ ଭୁବନେଶ୍ୱର ରେ ୨୫୮ଜଣ ଉଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande