ରାସ୍ତାରେ ଜଳିଗଲା କଣ୍ଟେନର
ଗଞାମ, ୧୬ ଅକ୍ଟୋବର (ହି.ସ.)- କଟକରୁ କନିଷି ଆସୁଥିବା ଏକ କଣ୍ଟେନରରେ ନିଆଁ ଲାଗି ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ନିକଟସ୍ଥ ରାସ୍ତାରେ ଏହା ଜଳିଯାଇଛି । ତେବେ ଅଳ୍ପକେ ଚାଳକ ଓ ହେଲପର ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande