ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକଙ୍କ ବିଜେପିରେ ଯୋଗଦାନ ନେଇ ସୂଚନା
ନୂଆପଡ଼ା, ୧୬ ଅକ୍ଟୋବର (ହି.ସ.)- ପୂର୍ବତନ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ତଥା ବର୍ତମାନର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଆଜି ଖରିଆର ରୋଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବରେ ଦଳରେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି । ବର୍ତମାନ ଶ
ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକଙ୍କ ବିଜେପିରେ ଯୋଗଦାନ ନେଇ ସୂଚନା


ନୂଆପଡ଼ା, ୧୬ ଅକ୍ଟୋବର (ହି.ସ.)- ପୂର୍ବତନ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ତଥା ବର୍ତମାନର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଆଜି ଖରିଆର ରୋଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବରେ ଦଳରେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି । ବର୍ତମାନ ଶ୍ରୀ ନିଆଲ ବିଜେପି ଶିବିରକୁ ଯାଇ ଦଳର ବରିଷ୍ଠ କାର୍ଯ୍ୟକର୍ତାମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande