ଏମଏସପି ସ୍ପଞ୍ଜ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଏମ୍‌.ଏସ୍‌. ପି. ସ୍ପଞ୍ଜ ଆଇରନ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଦୀର୍ଘଦିନ ଧରି ଏମଏସପି ସ୍ପଞ୍ଜ ଆଇରନ ପ୍ଲାଣ୍ ପ୍ଲାଂଟରୁ ସଂଘର ସାଧାରଣ ରଣ ସମ ସମ୍ପାଦକ ଓ ୬୦ଜଣରୁ ଉର୍ଦ୍ଧ ଶ୍ରମିକମାନଙ୍କୁ ବିନାକାରଣରେ ଆକ୍ରୋଶମୂଳକ ଭାବେ କମ୍ପାନୀ କର୍
ଏମଏସପି ସ୍ପଞ୍ଜ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଏମ୍‌.ଏସ୍‌. ପି. ସ୍ପଞ୍ଜ ଆଇରନ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଦୀର୍ଘଦିନ ଧରି ଏମଏସପି ସ୍ପଞ୍ଜ ଆଇରନ ପ୍ଲାଣ୍ ପ୍ଲାଂଟରୁ ସଂଘର ସାଧାରଣ ରଣ ସମ ସମ୍ପାଦକ ଓ ୬୦ଜଣରୁ ଉର୍ଦ୍ଧ ଶ୍ରମିକମାନଙ୍କୁ ବିନାକାରଣରେ ଆକ୍ରୋଶମୂଳକ ଭାବେ କମ୍ପାନୀ କର୍ତୃପକ୍ଷ କାର୍ଯ୍ୟରୁ କରିଥୂବା ଅଭିଯୋଗ ହୋଇଛି। ସେ ନେଇ କମ୍ପାନୀ କର୍ତୃପକ୍ଷଙ୍କୁ ୨୮ ଦଫା ଦାବିପତ୍ର ଦିଆଯାଇଥିଲା ମାତ୍ର ଏହାର କୌଣସି ଦାବି ପୂରଣ ହୋଇପାରି ନାହିଁ। ଏନେଇ ଜିଲା ଶ୍ରମ ଆୟୁକ୍ତ ସଂଖ୍ୟା-୧୧୭ ୬/୨୦୯୯, ୨୨.୦୬.୨୦୨୨ରିଖରେ ଲିଖୂତ ଙ୍କୁ ଚିଠି ତା ଭାବରେ କମ୍ପାନୀ ଜଣାଇଲେ ମଧ୍ୟ କମ୍ପାନୀ କର୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି। ଛଟେଇ ହୋଇଥିବା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ୨୮ଦଫା । ଦାବିପତ୍ର ପୂରଣ ପାଇଁ ଦାବି ହେଉଛି। ଏସବୁ ସମସ୍ୟାର ସମାଧାନ ଶୀଘ୍ର ନ କରାଯାଏ ତାହାହେଲେ ଚଳିତ ମାସ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ (ସୋମବାର) ଠାରୁ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାସହ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ନେଇ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କିମ୍ବା କୌଣସି ଅଘଟଣ ଘଟିଲେ ସେଥିପାଇଁ କମ୍ପାନୀ କର୍ତୃପକ୍ଷ ଦାୟୀ ବୋଲି ଦାବିପତ୍ରରେ ଦର୍ଶାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande