ସରକାରୀ କାର୍ଯ୍ୟ ପାଇଁ ଥିବା ମୋରମ ଖଣିରୁ ଚୋରି
କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଘସିପୁରା ବ୍ଲକର ସରକାରୀ କାର୍ଯ୍ୟ ପାଇଁ ଉକ୍ତ ଅଂଚଳରେ ଥିବା ବନମୁଣ୍ଡା ମୋରମ ଖଣିରୁ ହେଉଥିବା ଚୋରୀକୁ ଗ୍ରାମବାସୀ ଓ ଘସିପୁରା ଯୁବକସଙ୍ଘ ପକ୍ଷରୁ ବିରୋଧ କରା ଯାଇ ଥିବା ଜଣାପଡିଛି ସୂଚନାରୁ ଜଣା ଯାଇଛି ଯେ ବନମୁଣ୍ଡ ମୋରମ ଖଣି ସରକାରୀ କାର୍ଯ୍ୟ ପାଇଁ ଗଛିତ ରଖା
ସରକାରୀ କାର୍ଯ୍ୟ ପାଇଁ ଥିବା ମୋରମ ଖଣିରୁ ଚୋରି


କେନ୍ଦୁଝର, ୧୬ ଅକ୍ଟୋବର (ହି.ସ.) - ଘସିପୁରା ବ୍ଲକର ସରକାରୀ କାର୍ଯ୍ୟ ପାଇଁ ଉକ୍ତ ଅଂଚଳରେ ଥିବା ବନମୁଣ୍ଡା ମୋରମ ଖଣିରୁ ହେଉଥିବା ଚୋରୀକୁ ଗ୍ରାମବାସୀ ଓ ଘସିପୁରା ଯୁବକସଙ୍ଘ ପକ୍ଷରୁ ବିରୋଧ କରା ଯାଇ ଥିବା ଜଣାପଡିଛି ସୂଚନାରୁ ଜଣା ଯାଇଛି ଯେ ବନମୁଣ୍ଡ ମୋରମ ଖଣି ସରକାରୀ କାର୍ଯ୍ୟ ପାଇଁ ଗଛିତ ରଖା ଯାଇଥିବା ବେଳେ କେତକ ଅସାଧୁ ଅସାମାଜିକମୋରମ ମାଫିଆ ବ୍ୟକ୍ତି ଜେସିବି ଓ ଟ୍ରାକକ୍ଟର ନେଇ ରାତିରେ ମୋରମ ଖଣିରୁ ଚୋରୀ ଉଦ୍ୟମ କରୁଥିବା ବେଳେ ଖବର ପାଇ ଅଂଚଳ ବାସୀ ଓ ଯୁବକସଙ୍ଘରସଦସ୍ୟ ମାନେଘଟଣା ସ୍ଥଳରେ ପହଂଚି ବିରୋଧ କରିବାରୁ ସେ ସ୍ଥାନଛାଡି ଚାଲି ଯାଇ ଥିଲେ ଆଗାମୀ ଦିନରେ ଯଦି ଉକ୍ତ ମୋରମ ଖଣିରୁ ବେଆଇନ ଭାବେ ମୋରମ ଚୋରୀ କରା ଯାଏ ତେବେଗ୍ରାମବାସୀ ପକ୍ଷ୍ୟରୁ ଆନ୍ଦୋଳନ କରା ଯିବାକୁ ଏଡାଇ ଦିଆ ଯାଇ ନପାରେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande