ଗଞାମ, ୧୬ ଅକ୍ଟୋବର (ହି.ସ.)- ମିଲିଟାରୀ ମଦ ବିକି ଗୋଳନ୍ଥରା ଲକ୍ଷ୍ମୀପୁର ଗ୍ରାମର ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଏମ ଗୋପାଳ ଓ ମାର୍କଣ୍ଡି ରବି ଜଗଦୀଶ। ଏ ଦୁହିଁଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏହାସହ ପୁଲିସ୍ ସେମାନଙ୍କ ଠାରୁ ମଦ ମଧ୍ୟ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ