ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ଆଜି ନୁହେଁ ୧୮
ଅକ୍ଟୋବରରେ ନାମାଙ୍କନ ପତ୍ର ଭାରିବେ ଜୟ ଢୋଲକିଆ। ପୂର୍ବରୁ ଦଳ ଆଜି ଅର୍ଥାତ ୧୬ ଅକ୍ଟୋବରରେ ପ୍ରାର୍ଥୀ
ପତ୍ର ଦାଖଲ କରିବା ପାଇଁ ଘୋଷଣା କରିଥିବା ବେଳେ ଜୟ ଢୋଲକିଆଙ୍କୁ ତାଙ୍କ ମହାରାଜା ସ୍ଵାମୀ ରାଶି
ଅନୁସାରେ ୧୮ ଅକ୍ଟୋବରରେ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଶୁଭ ମୂହୁର୍ତ୍ତ ଥିବା କଥା
କହୁଛନ୍ତି। ସେଥିପାଇଁ ୧୮ ଅକ୍ଟୋବରରେ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଜୟ ଢୋଲକିଆ ଦଳ ସହ ଆଲୋଚନା
କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା