ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ଆଜି ବିରୋଧୀ ଦଳ
ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ । ଏହି ଅବସରରେ ବିଜେଡି
ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ
କଲୋନୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି ।ବିଜେଡିର ପଦଯାତ୍ରାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ
ଧନ୍ୟବାଦ ଦେଇଥିଲେ ନବୀନ। ଏହି ଅବସରରେ ଓଡିଶା
ମାର ସେବା ଜାରି ରଖିବି ବୋଲି ସେ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା