'ରାଷ୍ଟ୍ରୀୟସୁରକ୍ଷାବାହିନୀ'ର ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- ''ରାଷ୍ଟ୍ରୀୟସୁରକ୍ଷାବାହିନୀ''ର ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରରସୁରକ୍ଷାପାଇଁସମର୍ପିତ''ରାଷ୍ଟ୍
'ରାଷ୍ଟ୍ରୀୟସୁରକ୍ଷାବାହିନୀ'ର ପ୍ରତିଷ୍ଠା ଦିବସରେ ବୀର     ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 16 ଅକ୍ଟୋବର (ହି.ସ.)- 'ରାଷ୍ଟ୍ରୀୟସୁରକ୍ଷାବାହିନୀ'ର ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ରାଷ୍ଟ୍ରରସୁରକ୍ଷାପାଇଁସମର୍ପିତ'ରାଷ୍ଟ୍ରୀୟସୁରକ୍ଷାବାହିନୀ' ର୪୧ତମସ୍ଥାପନାଦିବସଅବସରରେସମସ୍ତବୀରଯବାନଙ୍କୁହାର୍ଦ୍ଦିକଅଭିନନ୍ଦନଜଣାଉଛି। ଦେଶଏବଂଦେଶବାସୀଙ୍କସୁରକ୍ଷାପାଇଁଆପଣସମସ୍ତଙ୍କତ୍ୟାଗ, ଅଦମ୍ୟସାହସଅତୁଳନୀୟଅଟେ। ଆମେସମସ୍ତେଆପଣଙ୍କପାଇଁଗର୍ବିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande