ଗଂଜାମ, 17 ଅକ୍ଟୋବର (ହି.ସ.)
ବ୍ରହ୍ମପୁରର ଆଡଭୋକେଟ ପୀତବାସ ପଣ୍ଡାଙ୍କ ହତ୍ୟାର ସୁପାରୀ କିଲର ତିନିଜଣଙ୍କୁ ଏବଂ ଏହି ଘଟଣାରେ ଜଡିତ ଥିବା ଅନ୍ୟ ପାଂଚ ଜଣଙ୍କୁ ବ୍ରହ୍ମପୁର ପୁଲିସ ବିହାର ପଶ୍ଚିମବଙ୍ଗ ଓ ଦିଲ୍ଳୀରୁ ଧରି ଆଣିଛି ଓ ଅଜ୍ଞାତ ସ୍ଥାନରେ ପୁଲିସ ରଖି ପଚରା ଉଚୁରା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ