ସାପ କାମୁଡାରେ ଅଜା ନାତିଙ୍କ ମୃତ୍ୟୁ
ଗଂଜାମ, 17 ଅକ୍ଟୋବର (ହି.ସ.) ଶେରଗଡ ବ୍ଲକ ଶାଗରପଲ୍ଲୀ ଗ୍ରାମ ଗତକାଲି ରାତିରେ ଶୋଈଥିବା ବେଳେ ସାପ କାମୁଡାରେ ଗୁରୁତର ଅସୁସ୍ଥ ହେବାପରେ ଦୁହିଁଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଜା ନାତିଙ୍କ ମୃତ୍ୟୁ ଘଟିଛି ।
ସାପ କାମୁଡାରେ ଅଜା ନାତିଙ୍କ ମୃତ୍ୟୁ


ଗଂଜାମ, 17 ଅକ୍ଟୋବର (ହି.ସ.)

ଶେରଗଡ ବ୍ଲକ ଶାଗରପଲ୍ଲୀ ଗ୍ରାମ ଗତକାଲି ରାତିରେ ଶୋଈଥିବା ବେଳେ ସାପ କାମୁଡାରେ ଗୁରୁତର ଅସୁସ୍ଥ ହେବାପରେ ଦୁହିଁଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଜା ନାତିଙ୍କ ମୃତ୍ୟୁ ଘଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande