ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ
ଭୁବନ, ୧୮ ଅକ୍ଟୋବର (ହି.ସ.)- ଭୁବନ ପଂଚାୟତ ସମିତି ତରଫରୁ ବ୍ଲକ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଇବର ଅପରାଧ କୁ ରୋକିବା ପାଇଁ ଜନ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମତବ
ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ


ଭୁବନ, ୧୮ ଅକ୍ଟୋବର (ହି.ସ.)- ଭୁବନ ପଂଚାୟତ ସମିତି ତରଫରୁ ବ୍ଲକ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଇବର ଅପରାଧ କୁ ରୋକିବା ପାଇଁ ଜନ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଭୁବନ ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭିଡିଓ କନ୍ ଫରେନ୍ସ ଜରିଆରେ ଦେଖିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande