ଗଞ୍ଜେଇ ଚାଲାଣ ବେଳେ ଚଢାଉ, ୩ ଗିରଫ
ଜୟପୁର , 18 ଅକ୍ଟୋବର (ହି.ସ.) ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇ ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୋଟପାଡ କୁସୁମି ଗ୍ରାମର ଦିନବନ୍ଧୁ ପେଣ୍ଠିଆ (୨୫) ଧଉଡପାଲ ଗ୍ରାମର ମୋଚି ରାମ କୁମ୍ଭାର (୨୫) ଓ ରାମ ନାଥ କୁମ୍ଭ
ଗଞ୍ଜେଇ ଚାଲାଣ ବେଳେ ଚଢାଉ, ୩  ଗିରଫ


ଜୟପୁର

, 18 ଅକ୍ଟୋବର (ହି.ସ.)

ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇ ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୋଟପାଡ କୁସୁମି ଗ୍ରାମର ଦିନବନ୍ଧୁ ପେଣ୍ଠିଆ (୨୫) ଧଉଡପାଲ ଗ୍ରାମର ମୋଚି ରାମ କୁମ୍ଭାର (୨୫) ଓ ରାମ ନାଥ କୁମ୍ଭାର (୩୨) । ଗଞ୍ଜେଇ ଧରି ଜୟପୁର ରେଶ ଷ୍ଟେସନ ପଟେ ଯାଉଥିବା ବେଳେ ଜୟପୁର ଅବାରି ନିରିକ୍ଷକ କାଯ୍ୟାଳ ସୁଚନା ପାଇ ଚଢାଉ କରିଥିଲା । ଚଢାଉ କରି ୬ କେଜି ଗଞ୍ଜେଇ ଜବତ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ନିରିକ୍ଷକ ଶଶି କାନ୍ତ ଗତ୍ତ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande