ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ପବିତ୍ରଧନତେରସର ଶୁଭେଚ୍ଛା
ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ପବିତ୍ରଧନତେରସଅବସରରେସମସ୍ତଙ୍କୁଆନ୍ତରିକଶୁଭେଚ୍ଛାଓଅଭିନନ୍ଦନ ।ଭଗବାନଧନ୍ୱନ୍ତରୀଙ୍କଆଶୀର୍ବାଦରୁରାଜ୍ୟରପ୍ରତ୍ୟେକପରିବାରସୁଖ, ଶାନ୍ତି, ସମୃଦ୍ଧିଏବଂଉତ୍ତମସ୍ୱାସ୍ଥ୍ୟଲାଭକରୁ। ମା' ଲକ୍ଷ୍ମୀଙ୍କକୃପାରୁଆମଚାଷୀ, ଶ୍ରମିକ, ମହିଳାଓଯୁବପିଢ଼ିଙ୍କପାଇଁସଫଳତାରନୂତନଦ୍ୱାରଉନ୍ମୁକ୍ତହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା