ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ସନ୍ଧ୍ୟା ସଂଧ୍ୟା 7 ରୁ 9 ଯାଏ ଅନୁମତି
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଦୀପାବଳିରେ ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଦୀପାବଳିରେ ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି। ସବୁଜ ବାଣ ବିକ୍ରୀ ଓ ଫୁଟାଇବାକୁ
ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ସନ୍ଧ୍ୟା ସଂଧ୍ୟା 7 ରୁ 9 ଯାଏ ଅନୁମତି


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଦୀପାବଳିରେ ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ

ଗାଇଡଲାଇନ ଜାରି ହୋଇଛି । ଦୀପାବଳିରେ ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ

ନଜର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି। ସବୁଜ ବାଣ ବିକ୍ରୀ ଓ ଫୁଟାଇବାକୁ

ଅନୁମତି। ସଂଧ୍ୟା 7 ରୁ 9 ପର୍ୟ୍ୟନ୍ତ ବାଣ ଫୁଟାଇ ପାରିବେ ଲୋକେ ବୋଲି ସୂଚନା

ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ରାଜଧାନୀରେ ପୋଲିସ ପକ୍ଷରୁ କଡାକଡି କରାଯିବ

ପେଟ୍ରୋଲିଂ। ଲୋକାଲ ବାଣ ବିକ୍ରି ନକରିବା ପାଇଁ ପୋଲିସ ଜାରି ରଖିଛି ଚଢ଼ାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande