ଧନତେରସର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଧନତେରସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଧନତେରସ''ର ହାର୍ଦ୍ଦିକ ଶୁଭକାମନା । ସମସ୍ତ ଦେଶବାସୀଙ୍କୁ ଧନତେରାସର ପବିତ୍ର ପର୍ବର ହାର୍ଦ୍ଦିକ
ଧନତେରସର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ଧନତେରସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଧନତେରସ'ର ହାର୍ଦ୍ଦିକ

ଶୁଭକାମନା ।

ସମସ୍ତ ଦେଶବାସୀଙ୍କୁ ଧନତେରାସର ପବିତ୍ର ପର୍ବର ହାର୍ଦ୍ଦିକ

ଶୁଭକାମନା । ମାଆ ଲକ୍ଷ୍ମୀ ଓ ଭଗବାନ ଧନ୍ୱନ୍ତରୀଙ୍କ କୃପାରେ ସମସ୍ତଙ୍କ ଜୀବନରେ ଧନ, ସୌଭାଗ୍ୟ

ଓ ସମୃଦ୍ଧିର ଦୀପ ସର୍ବଦା ପ୍ରଜ୍ଜ୍ୱଳିତ ରହୁ, ଏହାହିଁ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande