ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତିଙ୍କ ସହ ଅନେକ ତୁଙ୍ଗ ନେତାଙ୍କ ସହ ସ୍ଥାନୀୟ ତେଲିପଡ଼ା ରାମନଗର ନିଜ ବାସଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ
ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ     ପ୍ରାର୍ଥୀ ଘାସିରାମ ମାଝୀ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ

ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତିଙ୍କ ସହ ଅନେକ ତୁଙ୍ଗ ନେତାଙ୍କ ସହ ସ୍ଥାନୀୟ

ତେଲିପଡ଼ା ରାମନଗର ନିଜ ବାସଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ

କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ 2 ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ବାହାର ଲୋକଙ୍କୁ ନୁହେଁ ମାଟିର ପୁଅକୁ ଲୋକେ ସମର୍ଥନ କରିବେ ଏବଂ ମୂଲ୍ୟବାନ ଭୋଟ ଦେଇ ବିଜୟୀ

କରାଇବେ ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande