ସାଲିଆ ସାହି ଇଡ଼କୋ ବସ୍ତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା, 2 କଏଦୀଙ୍କୁ ଆଜୀବନ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- 2023ମସିହାରେ ସାଲିଆ ସାହି ଇଡ଼କୋ ବସ୍ତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା । ଦୁଇ ଜଣ ବିଚାରଧୀନ କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ -2 । ବିଶ୍ଵ ନାଥ କିସ୍କୁ ଏବଂ ସୁନାରାମ ମୁର୍ମୁଙ୍କୁ ଆଜୀବନ
ସାଲିଆ ସାହି ଇଡ଼କୋ ବସ୍ତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା, 2     କଏଦୀଙ୍କୁ ଆଜୀବନ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- 2023ମସିହାରେ ସାଲିଆ ସାହି ଇଡ଼କୋ ବସ୍ତିରେ ଜଘନ୍ୟ

ହତ୍ୟାକାଣ୍ଡ ଘଟଣା । ଦୁଇ ଜଣ ବିଚାରଧୀନ କଏଦୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା

ଅତିରିକ୍ତ ଜିଲ୍ଲା ଦୌରାଜଜ -2 । ବିଶ୍ଵ ନାଥ କିସ୍କୁ ଏବଂ ସୁନାରାମ ମୁର୍ମୁଙ୍କୁ ଆଜୀବନ

କାରାଦଣ୍ଡାଦେଶ ମିଳିଛି । ଏହାସହ 25ହଜାର ଟଙ୍କା ଜୋରିମାନା । ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ

କରଦାଣ୍ଡ । 9ଜଣ ସାକ୍ଷୀଙ୍କ ବୟାନ ଏବଂ

ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି କୋର୍ଟ । 2023ରେ ଇଡ଼କୋ ବସ୍ତିରେ ସୁଶୀଲ ହେମ୍ବ୍ରମଙ୍କୁ କାଠ

ଫାଳିଆରେ ବାଡେଇ ହତ୍ୟା କରିଥିଲେ ଅଭିଯୁକ୍ତ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande