ଗଂଜାମ, 18 ଅକ୍ଟୋବର (ହି.ସ.)
ନୂଆପଡା ଥାନାର କୃଷ୍ଣପୁରରେ ଥିବା ଦୁଇଟି ମନ୍ଦିର,ତଥା ଘୋଡା ଦେଇ ଓ ବାଲୁଙ୍କେଶ୍ୱର ମନ୍ଦିରର ତାଲା ଓ ହୁଣ୍ଡିଭାଙ୍ଗି ଚୋରମାନେ ଟଙ୍କା ସୁନା ରୁପା ଚୋରି କରି ନେଇଥିବା ଜଣାପଡିଛି। ଖବରପାଇ ନୂଆପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ