ଗଂଜାମ, 18 ଅକ୍ଟୋବର (ହି.ସ.)ଆଡଭୋକେଟ୍ ପୀତବାସ ପଣ୍ଡାଙ୍କ ହତ୍ୟା କାଣ୍ଡ ଘଟଣା । ଦୁଇ ଦିନ ହେଲା ଜଣେ ପୂର୍ବତନ କର୍ପୋରେଟର ଓ ଜଣେ ଛାତ୍ରନେତାକୁ ଅଟକ ରଖି ଵ୍ରହ୍ମପୁର ପୁଲିସ ଜେରା ଚାଲୁରଖିଛି। ଅନେକ ସନ୍ଦିଗ୍ଧ ଅପରାଧିଙ୍କୁ ମଧ୍ୟ ପୁଲିସ ଜେରା କରିଵାରେ ଲାଗିଛି। ଖୁବ୍ ଶୀଘ୍ର ହତ୍ୟାକାରୀଙ୍କ ପର୍ଦ୍ଦାର ଖୁଲସା ହୋଇପାରିଵ ଵୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ହିନ୍ଦୁ ସ୍ଥାନ ସମାଚାର,/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ