ନୂଆପଡ଼ା ଉପନିର୍ବାଚନ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ଘୋଷଣା ହେବ - ବିଶେଶ୍ୱର ଟୁଡୁ
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ବୋର୍ଡ ନିଗମ କମିଶନ ପଦ ପଦବୀ ବଡ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ନୂଆପଡ଼ା ଉପନିର୍ବାଚନ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ହେବ ଘୋଷଣା ବୋଲି ସେ କହିଛନ୍ତି। କାହାକୁ କେଉଁ ପଦବୀ ଦିଆଯିବ ବିଚାର ବିମର୍ଶ ପରେ ନିଷ୍ପତ୍ତି ସରିଛି ।
ନୂଆପଡ଼ା ଉପନିର୍ବାଚନ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ଘୋଷଣା ହେବ - ବିଶେଶ୍ୱର ଟୁଡୁ


ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ବୋର୍ଡ ନିଗମ କମିଶନ ପଦ ପଦବୀ ବଡ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ନୂଆପଡ଼ା ଉପନିର୍ବାଚନ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ହେବ ଘୋଷଣା ବୋଲି ସେ କହିଛନ୍ତି। କାହାକୁ କେଉଁ ପଦବୀ ଦିଆଯିବ ବିଚାର ବିମର୍ଶ ପରେ ନିଷ୍ପତ୍ତି ସରିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଘୋଷଣା ହୋଇପାରି ନାହିଁ । କେବଳ ବିଜେପି ରାଜ୍ୟ ପଦାଧିକାରୀ ଟିମ ଘୋଷଣା ହୋଇଛି । ନିର୍ବାଚନ ପରେ ହିଁ ବୋର୍ଡ ନିଗମ କମିଶନ ଯେଉଁ ପଦ ପଦବୀ ଖାଲି ପଡ଼ିଛି ତାହା ଘୋଷଣା ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande