ସବୁଠୁ ଅଧିକ ମାର୍ଜିନରେ ଜୟ ଜିତିବେ - ବିଜେପି
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ୧୪ ତାରିଖରେ ଦେଖିବେ ବିଜେଡ଼ି ଓ କଂଗ୍ରେସ ମିଶିକରି ଯେତିକି ଭୋଟ ହେଇଥିବ ତାଠୁ ଅଧିକ ଭୋଟ ଜୟ ଢୋଲକିଆ ପାଇବେ। ସବୁଠୁ ଅଧିକ ମାର୍ଜିନରେ ଜୟ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ନେତା ବିରଂଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଛତିଶଗଡ ନେତ
ସବୁଠୁ ଅଧିକ ମାର୍ଜିନରେ ଜୟ ଜିତିବେ - ବିଜେପି


ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ୧୪ ତାରିଖରେ ଦେଖିବେ ବିଜେଡ଼ି ଓ କଂଗ୍ରେସ ମିଶିକରି ଯେତିକି ଭୋଟ ହେଇଥିବ ତାଠୁ ଅଧିକ ଭୋଟ ଜୟ ଢୋଲକିଆ ପାଇବେ। ସବୁଠୁ ଅଧିକ ମାର୍ଜିନରେ ଜୟ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ନେତା ବିରଂଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି ଛତିଶଗଡ ନେତା ଆସି ଏଠାରେ ପ୍ରଚାର କରିବେ । ଯେହେତୁ ନୂଆପଡ଼ା ସହିତ ଛତିଶଗଡର ସମ୍ପର୍କ ତେଣୁ ସେଠାରେ ଦଳ ଆହୁରି ଭଲ ପ୍ରଚାର ହେବ। ଛତିଶଗଡରେ କଂଗ୍ରେସ ପ୍ରତ୍‌୍ୟାଖ୍ୟାନ ହୋଇଛି ତାର ବି ପ୍ରଭାବ ନୂଆପଡ଼ାରେ ଦେଖିବାକୁ ମିଳିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande