ଭୁବନେଶ୍ୱର, ୧୯ ଅକ୍ଟୋବର (ହି.ସ.)- ଆଗାମୀ ୭ ଦିନ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
19 Oct 2025
କେନ୍ଦୁଝର, 19 ଅକ୍ଟୋବର (ହି.ସ.) ଘଷିପୁରା ବ୍ଲକ ଅଳତି ଓ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର ୧୫ରୁ ରୁ ୨୦ ଏକର ପରିମିତ ଧାନ ଜମି ଚକଡ଼ା ପୋକର ଆବ୍ ଆକ୍ରମଣରେ ଧ୍ବଂସ ହେ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କୀଟର ଆକ୍ରମଣରେ ଧାନଗଛଗୁଡ଼ିକ ଝାଉଁଳି ପଡ଼ିବା ଦେଖୂ ଚାଷୀମାନେ ଚିନ୍ନାଗ୍ରସ୍ତ ହୋଇପଡ଼ିଛନ୍ତ..
କେନ୍ଦୁଝର, 19 ଅକ୍ଟୋବର (ହି.ସ.) ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହର ଶୁଭ ଆଜି ଦିଆଯିବା ସହିତ ୨୭୬ ଜଣଙ୍କୁ ଆବାସ ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପାଟଣା ବ୍ଲକରେ ଯମୁନା ପଶି,ତୁରୁମୁଙ୍ଗା, ଓ କଣ୍ଠିଆପଡା ପଞ୍ଚାୟତରେ ନୂତନ ପଞ୍ଚାୟତ ଭବନ ପ୍ରତିଷ୍ଠା ପାଇଁ ଭିତ୍ତ ପ୍ରସ୍ତର ସ୍ଥାପନ ..
କେନ୍ଦୁଝର, 19 ଅକ୍ଟୋବର (ହି.ସ.) ମୈଦାନକେଲ ପଂଚାୟତର ହରିହରପୁର ଓ ଡିମ୍ବୋ ପଂଚାୟତର ଚକ,ନୂଆସାହି ଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆତ୍ମ ଜୀବନୀ ଏବଂ ସେବା କାର୍ଯ୍ୟକ୍ରମ ଆଧାରିତ ଗୋପକଥା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂଯୋଜନାରେ ଓଡିଶା ଗାନ୍ଧୀ ବିଚାର ପର..
ଭଦ୍ରକ, ୧୯ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ର ନନ୍ଦୀଗାଁ, ଆନନ୍ଦପୁର ଓ ଅସୁରାଳୀ ପଂଚାୟତ ରେ ମଡେଲ ପଂଚାୟତ ଭବନ ନିର୍ମାଣ ହେବ। ଯାହାକି ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯିବ ।ପ୍ରତ୍ୟେକ ପଂଚାୟତ କୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି।ପ୍ରକାଶ ଥାଉକି ପ୍ରଥମେ ରାଜ୍ୟ ର ୪୯୧ ପଂଚାୟତ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha