ସରକାରୀ ଜଙ୍ଗଲ ଜମି ଚି଼ହ୍ନଟ
ଘଟଗାଁ, ୧୯ ଅକ୍ଟୋବର(ହି.ସ.) – ଘଟଗାଁ ବନାଂଚଳ ଅଧିନସ୍ଥ ଗଦାଧରପୁର ଗ୍ରାମ ପଂଚାୟତ ଖୁଂଟା ଗ୍ରାମନିକଟରେ ଥିବା ସରକାରଙ୍କ ଗ୍ରାମ୍ୟ ଜଙ୍ଗଳରୁଏକ ହଜାର ଶାଳ ଗଛ ଥିବା ଜଙ୍ଗଲ ଜମିକୁ ସେହି ଅଂଚଳର ଜଣେ ବ୍ୟକ୍ତି ତାର ବାଡ ଘେରାଉ କରି ନିଜ ଅକ୍ତିଆରରେ ରଖିଛନ୍ତି ଏହାକୁ ବିରୋଧ କରି ଖୁଂଟା ଗ୍ରାମବାସୀ ପ୍ର
ସରକାରୀ ଜଙ୍ଗଲ ଜମି ଚି଼ହ୍ନଟ


ଘଟଗାଁ, ୧୯ ଅକ୍ଟୋବର(ହି.ସ.) – ଘଟଗାଁ ବନାଂଚଳ ଅଧିନସ୍ଥ ଗଦାଧରପୁର ଗ୍ରାମ ପଂଚାୟତ ଖୁଂଟା ଗ୍ରାମନିକଟରେ ଥିବା ସରକାରଙ୍କ ଗ୍ରାମ୍ୟ ଜଙ୍ଗଳରୁଏକ ହଜାର ଶାଳ ଗଛ ଥିବା ଜଙ୍ଗଲ ଜମିକୁ ସେହି ଅଂଚଳର ଜଣେ ବ୍ୟକ୍ତି ତାର ବାଡ ଘେରାଉ କରି ନିଜ ଅକ୍ତିଆରରେ ରଖିଛନ୍ତି ଏହାକୁ ବିରୋଧ କରି ଖୁଂଟା ଗ୍ରାମବାସୀ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେହେଁପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ ତେଣୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତି କରି ତହସିଲଦାରଙ୍କ ନିର୍ଦେଶ କ୍ରମେ ଜଙ୍ଗଲ ବିଭାଗ ଅଧିକାରୀ ଆର ଆଇ ଅମିନ ସୁପରଭାଇଜର ଘଟଣା ସ୍ଥଳକୁ ଯାଇ ପୋଲିସ ଉପସ୍ଥିତିରେଚି଼ହ୍ନଟ କରାଯାଇଛି ପରିଣାପ ସ୍ୱରୂପ ଖୁବଶୀଘ୍ର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଟନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନଙ୍କ ସୂତ୍ରରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande