ବ୍ରହ୍ମପୁରରେ ମିଠା ଦୋକାନ ଉପରେ ଚଢ଼ାଉ
ଗଂଜାମ, 19 ଅକ୍ଟୋବର (ହି.ସ.) ଦୀପାଵଳୀ ପୂର୍ବରୁ ଵ୍ରହ୍ମପୁର ସହରରେ ପ୍ରାୟ ‌୫୦ରୁ‌ ଉର୍ଦ୍ଧ୍ୱ ମିଠା ଦୋକାନରେ ଵିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ନମୁନା ସଂଗ୍ରହ କରି ମିଠାର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା ପାଇଁ ପଠାଯାଇଛି। ଦୀପାବଳି ଅବସରରେ ସହରରେ ହଜାରହଜାର ଟଙ୍କାର ମିଠା କାରବାର ହୋଇଥାଏ ।
ବ୍ରହ୍ମପୁରରେ ମିଠା ଦୋକାନ ଉପରେ ଚଢ଼ାଉ


ଗଂଜାମ, 19 ଅକ୍ଟୋବର (ହି.ସ.)

ଦୀପାଵଳୀ ପୂର୍ବରୁ ଵ୍ରହ୍ମପୁର ସହରରେ ପ୍ରାୟ ‌୫୦ରୁ‌ ଉର୍ଦ୍ଧ୍ୱ ମିଠା ଦୋକାନରେ ଵିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ନମୁନା ସଂଗ୍ରହ କରି ମିଠାର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା ପାଇଁ ପଠାଯାଇଛି। ଦୀପାବଳି ଅବସରରେ ସହରରେ ହଜାରହଜାର ଟଙ୍କାର ମିଠା କାରବାର ହୋଇଥାଏ । ଏହାର ସୁଯୋଗ ନେଇ ମିଠା ବେପାରୀମାନେ ଵାସୀ ଓ ନିମ୍ନ ମାନର ମିଠା ବିକ୍ରିବଟା କରୁଥିଵା‌ ଅଭିଯୋଗ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଵ୍ରହ୍ମପୁର ଵିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଏହି ଚଢ଼ାଉ କରିଛନ୍ତି । ‌

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande