ଅଗ୍ନିଶମ ପକ୍ଷରୁ ବରମୁଣ୍ଡା ପଡିଆରେ ବାଣ ଦୋକାନ ଯାଂଚ
ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ତମାଣ୍ଡୋ ଅଗ୍ନିଶମ ପକ୍ଷରୁ ବରମୁଣ୍ଡା ପଡିଆରେ ବାଣ ଦୋକାନ ଯାଂଚ କରାଯାଇଛି । ଅଗ୍ନିଶମ ଅଧିକାରୀ ଜି କେ. ବେହେରା କହିଛନ୍ତି ବାଣ ଦୋକାନରେ ଅଗ୍ନିଶମ ଉପକରଣ, ପର୍ଯ୍ୟାପ୍ତ ପରିମାଣରେ ପାଣି, ବାଲି ବାଲ୍ଟି ଅଛକି କି ନାହିଁ ତାର ଯାଂଚ କରାଯାଇଛି। କୌଣସି ବାଣ ଦୋକାନ
ଅଗ୍ନିଶମ ପକ୍ଷରୁ ବରମୁଣ୍ଡା ପଡିଆରେ ବାଣ ଦୋକାନ ଯାଂଚ


ଭୁବନେଶ୍ୱର ,୧୯ ଅକ୍ଟୋବର (ହି.ସ.)- ତମାଣ୍ଡୋ ଅଗ୍ନିଶମ ପକ୍ଷରୁ ବରମୁଣ୍ଡା ପଡିଆରେ ବାଣ ଦୋକାନ ଯାଂଚ କରାଯାଇଛି । ଅଗ୍ନିଶମ ଅଧିକାରୀ ଜି କେ. ବେହେରା କହିଛନ୍ତି ବାଣ ଦୋକାନରେ ଅଗ୍ନିଶମ ଉପକରଣ, ପର୍ଯ୍ୟାପ୍ତ ପରିମାଣରେ ପାଣି, ବାଲି ବାଲ୍ଟି ଅଛକି କି ନାହିଁ ତାର ଯାଂଚ କରାଯାଇଛି। କୌଣସି ବାଣ ଦୋକାନ ଫାୟାର ଇନ୍‌ଷ୍ଟିଗ୍ୟୁସର ଚଲାଇ ପାରୁଛନ୍ତି କି ନାହିଁ ଯାଂଚ କରିବା ସହ ସଚେତନତା ମଧ୍ୟ କରିଛନ୍ତି ଅଗ୍ନିଶମ ଅଧିକାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande