ମହର୍ଷୀ ବାଲ୍ମିକୀଙ୍କୁ ଜୟନ୍ତୀରେ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହର୍ଷୀ ବାଲ୍ମିକୀଙ୍କୁ ଜୟନ୍ତୀରେ ପ୍ରଣାମ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଭଗବାନ ଶ୍ରୀରାମଙ୍କ ଆଦର୍ଶ ଚରିତ୍ରକୁ ଲିପିବଦ୍ଧ କରି ସମଗ୍ର ବିଶ୍ୱକୁ ପବିତ୍ର ମହାକାବ୍ୟ ରାମାୟଣର ଅମୂଲ୍ୟ ଉପହାର ପ୍
ମହର୍ଷୀ ବାଲ୍ମିକୀଙ୍କୁ ଜୟନ୍ତୀରେ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହର୍ଷୀ ବାଲ୍ମିକୀଙ୍କୁ

ଜୟନ୍ତୀରେ ପ୍ରଣାମ ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଭଗବାନ ଶ୍ରୀରାମଙ୍କ ଆଦର୍ଶ ଚରିତ୍ରକୁ ଲିପିବଦ୍ଧ କରି

ସମଗ୍ର ବିଶ୍ୱକୁ ପବିତ୍ର ମହାକାବ୍ୟ ରାମାୟଣର ଅମୂଲ୍ୟ ଉପହାର ପ୍ରଦାନ କରିଥିବା ଆଦିକବି ମହର୍ଷି

ବାଲ୍ମୀକିଙ୍କ ଜୟନ୍ତୀରେ ତାଙ୍କ ଚରଣରେ କୋଟି କୋଟି ପ୍ରଣାମ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande