ନୂଆପଡ଼ା ଉପନିର୍ବାଚନ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ - ମନମୋହନ ସାମଲ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନରେ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ । ନବୀନଙ୍କ ପଦଯାତ୍ରାର ଦ୍ୱାରା ବିଜେପିକୁ ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଆମ ସରକାର ୧୧ ବର୍ଷ ହେଲା କେ
ନୂଆପଡ଼ା ଉପନିର୍ବାଚନ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ - ମନମୋହନ ସାମଲ


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ନୂଆପଡ଼ା ଉପନିର୍ବାଚନରେ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ । ନବୀନଙ୍କ ପଦଯାତ୍ରାର ଦ୍ୱାରା ବିଜେପିକୁ ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଆମ ସରକାର ୧୧ ବର୍ଷ ହେଲା କେନ୍ଦ୍ରରେ କଣ କରିଛି ଓ ୧୫ ମାସ ହେଲା ରାଜ୍ୟରେ କଣ କାମ କରିଛି ତାହା ଆମେ କହିବୁ। ବିଜେଡ଼ି ୨୪ ବର୍ଷ ଭିତରେ କଣ କରିଛି କହିବ ଓ କଂଗ୍ରେସ ୪୦ ବର୍ଷରେ କଣ କରିଛି କହିବ । କାହାକୁ ଗ୍ରହଣ କରିବେ, ଲୋକ ବିଚାର କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande