ଜୁଆ ଆଡ୍ଡା ଉପରେ ଚଢାଉ
ଜୟପୁର, ୭ ଅକ୍ଟୋବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଜୁଆ ଖେଳ ଚାଲୁଥିବା ବେଳେ ଚଢାଉ କରିଛି । ଜୟପୁର ସଦର ପୋଲିସ ଫାମ୍ପୁଣିର ବଡ ସାହିରେ ଖେଳ ଚାଲୁଥିବା ବେଳେ ଚଢାଉ କରି ୭ ଜୁଆଡ୍ଡିକୁ ଗିରଫ କରିଛି । ଜୁଆଡ୍ଡି ମାନେ ହେଲେ ଭବାନି ଶଙ୍କର ପ୍ରଧାନ ,ସିପୁନ କୁମାର ପ୍ରଧାନ
ଜୁଆ ଆଡ୍ଡା ଉପରେ ଚଢାଉ


ଜୟପୁର, ୭ ଅକ୍ଟୋବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଜୁଆ ଖେଳ ଚାଲୁଥିବା ବେଳେ ଚଢାଉ କରିଛି । ଜୟପୁର ସଦର ପୋଲିସ ଫାମ୍ପୁଣିର ବଡ ସାହିରେ ଖେଳ ଚାଲୁଥିବା ବେଳେ ଚଢାଉ କରି ୭ ଜୁଆଡ୍ଡିକୁ ଗିରଫ କରିଛି । ଜୁଆଡ୍ଡି ମାନେ ହେଲେ ଭବାନି ଶଙ୍କର ପ୍ରଧାନ ,ସିପୁନ କୁମାର ପ୍ରଧାନ , ଭାରତ ପ୍ରଧା. ଦନାର୍ଦନ ମଣ୍ଡଳ, ବିରେନ୍ଦ୍ର ମଣ୍ଡଳ, ସଞ୍ଜିବ ଚୈଧିୁରି , ପପୁ ବେହେରା । ଗିରଫ ଅଭିଯୁକ୍ତ ଠାରୁ ୮ ହଜାର ୧୫୦ ଟଙ୍କା ଜବତ କରି ନୋଟିସରେ ଛାଡିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande