ଗୁଳି ମାଡରେ ଆଡଭୋକେଟ ପୀତବାସ ପଣ୍ଡା ଙ୍କ ମୃତ୍ୟୁ
ଗଞାମ, 7 ଅକ୍ଟୋବର (ହି.ସ.)ବ୍ରହ୍ମପୁର ରବରିଷ୍ଠ ଆଡଭୋକେଟ୍ ପୀତଵାସପଣ୍ଡାଙ୍କୁ ଗୁଳିକରି ଦୁବୃର୍ତ୍ତ ମାନେ ହତ୍ୟା କରିଛନ୍ତି।ସେପାର୍କସାହି ନିଜଚେମ୍ବରରୁସ୍କୁଟି ରେଵ୍ରହ୍ମାନଗର ଫରୁଥିଵାଵେଳେତାଙ୍କବାସଭଵନସମ୍ମୁଖରେଵିଳମ୍ବିତରାତିରେ ଦୁଇଜଣ ଦୁର୍ବୃତ ଵାଇକରେଆସିତାଙ୍କଛାତିକୂଦୁଇରାଉଣ୍ଡଗୁଳିକରି ଚମ୍ପ
ଗୁଳି ମାଡରେ ଆଡଭୋକେଟ ପୀତବାସ ପଣ୍ଡା ଙ୍କ ମୃତ୍ୟୁ


ଗଞାମ, 7 ଅକ୍ଟୋବର (ହି.ସ.)ବ୍ରହ୍ମପୁର ରବରିଷ୍ଠ ଆଡଭୋକେଟ୍ ପୀତଵାସପଣ୍ଡାଙ୍କୁ ଗୁଳିକରି ଦୁବୃର୍ତ୍ତ ମାନେ ହତ୍ୟା କରିଛନ୍ତି।ସେପାର୍କସାହି ନିଜଚେମ୍ବରରୁସ୍କୁଟି ରେଵ୍ରହ୍ମାନଗର ଫରୁଥିଵାଵେଳେତାଙ୍କବାସଭଵନସମ୍ମୁଖରେଵିଳମ୍ବିତରାତିରେ ଦୁଇଜଣ ଦୁର୍ବୃତ ଵାଇକରେଆସିତାଙ୍କଛାତିକୂଦୁଇରାଉଣ୍ଡଗୁଳିକରି ଚମ୍ପଟ ମାରିଥିଲେ। ଘଟଣା ପରେପାଖଆଖର‌ଲୋକେତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମାନେ ବିଜେପି ନେତା ପୀତବାସ ଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ବିଧାୟକ କେଅନୀଲକୁମାର ଓମନ୍ତୀ ବିଭୂତି ଭୂଷଣ ଜେନା ସମେତ ବହୁ ଜନସାଧାରଣ ମେଡିକାଲ ରେ ରୁଣ୍ଡ ହୋଇଥିଲେ। ଆଜିପୀତଵାସଙ୍କଶଵଵ୍ଯଵଛେଦକରିପରିଵାରଵର୍ଗଙ୍କୁ ହସ୍ତାନ୍ତର କରିଛନ୍ତିଵୈଦ୍ଯନାଥପୁରଥାନାପୁଲିସ। ପୀତବାସ ଙ୍କ ମୃତ୍ୟୁ ରେ ବ୍ରହ୍ମପୁର ସହରରେ ଶୋକ ର ଛାୟା ସଖେଳିଯାଇଛି। ସେ ଙ୍କଗ୍ରେସ ଦଳରେଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରେ‌ସାମିଲ ହୋଇଥିଲେ। ପଣ୍ଡା‌ଙ୍କବିୟୋଗରେ‌ଶେରଗଡ ମିଡିଆ ହାଉସ ଊପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି ଶୋକ ପ୍ରକାଶକରିଆତ୍ମାର‌ସଦ୍ଗତିକାମନା କରିଛନ୍ତି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande