Bhubaneswar, 7 ଅକ୍ଟୋବର (ହି.ସ.)
ଆସନ୍ତା ୯ ତାରିଖ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ଚାକିରି ବିକ୍ରି କୁ କେନ୍ଦ୍ର କରି ଆନ୍ଦୋଳନ କୁ ଓହ୍ଲେଇବ।
ବିଜେପି କାର୍ଯ୍ୟାଳୟ ରେ ଚାକିରି ବିକ୍ରି ପାଇଁ ସ୍ବତନ୍ତ୍ର କକ୍ଷ ହୋଇଚି। ବିଜେପି ଅଫିସ ରେ ଚାକିରି ବିକ୍ରି ହେଉଛି। ତଦନ୍ତ କୁ ବାଟବଣା କରିବାକୁ କ୍ରାଇମ୍ ବ୍ରାଞ୍ଚ କୁ ତଦନ୍ତ ଭାର ଦିଆଯାଇଛି। ଯାହାକୁ ନିନ୍ଦା କରୁଚି ଯୁବ କଂଗ୍ରେସ।
ବିଚାର ବିଭାଗୀୟ ତଦନ୍ତ ଦାବି କରୁଚି କଂଗ୍ରେସ। ଯେଉଁ ଦୁଇ କମ୍ପାନୀ ର ନାଁ ସଂପୃକ୍ତି ରହିଛି ତା ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା