ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ ତୁଳସୀ ବିବାହର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.)- ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ ତୁଳସୀ ବିବାହର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ
ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ ତୁଳସୀ     ବିବାହର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.)- ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ

ତୁଳସୀ ବିବାହର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଦେବୋତ୍ଥାନ ଏକାଦଶୀ ଏବଂ

ତୁଳସୀ ବିବାହର ପବିତ୍ର ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା।

ଏହି ପର୍ବ ଭଗବାନ ଶ୍ରୀ ବିଷ୍ଣୁଙ୍କ ଯୋଗନିଦ୍ରାରୁ ଜାଗରଣ

ଏବଂ ମାତା ତୁଳସୀଙ୍କ ସହ ତାଙ୍କର ଦିବ୍ୟ ବିବାହର ପ୍ରତୀକ, ଯାହା ସମସ୍ତ ସୃଷ୍ଟିର କଲ୍ୟାଣର କାରଣ ଅଟେ। ଏହି ଦିନର

ଧାର୍ମିକ ଏବଂ ସାଂସ୍କୃତିକ ମହତ୍ତ୍ୱ ଆମ ସମସ୍ତଙ୍କୁ ଜୀବନରେ ଆସ୍ଥା, ଧୈର୍ୟ ଏବଂ ଭକ୍ତିର

ପଥ ପ୍ରଦର୍ଶନ କରେ।

ଭଗବାନ ଶ୍ରୀ ବିଷ୍ଣୁ ଏବଂ ମାତା ତୁଳସୀଙ୍କ ଦିବ୍ୟ

କୃପାରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସମଗ୍ର ସ୍ୱାସ୍ଥ୍ୟର ବିକାଶ ହେଉ — ଏହି ପ୍ରାର୍ଥନା

କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande