ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉତ୍ସାହ ରେ ଯୋଗଦେବା ପାଇଁ କୃତି ଶିଶୁଙ୍କ କଳିଙ୍ଗ ଷ୍ଟାଡିୟମ୍ ,ଭୁବନେଶ୍ୱର କୁ ଗସ୍ତ
ବଲାଙ୍ଗିର, 12 ନଭେମ୍ବର (ହି.ସ)ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଥିବା ୫ ଟି ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କୁ ଜିଲ୍ଲା ସ୍ଥରରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରଥମ ,ଦ୍ଵିତୀୟ ଓ ତୃତୀୟ କୃତି ଶିଶୁ ମାନଙ୍କୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରରେ
ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉତ୍ସାହ ରେ ଯୋଗଦେବା ପାଇଁ କୃତି ଶିଶୁଙ୍କ କଳିଙ୍ଗ ଷ୍ଟାଡିୟମ୍ ,ଭୁବନେଶ୍ୱର କୁ ଗସ୍ତ।


ବଲାଙ୍ଗିର, 12 ନଭେମ୍ବର (ହି.ସ)ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଥିବା ୫ ଟି ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କୁ ଜିଲ୍ଲା ସ୍ଥରରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରଥମ ,ଦ୍ଵିତୀୟ ଓ ତୃତୀୟ କୃତି ଶିଶୁ ମାନଙ୍କୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସାମାଜିକ କର୍ମୀ ଶ୍ରୀଯୁକ୍ତ ଅରୁଣ ଖୁଆସ୍ କୁ ଶିଶୁ ମାନଙ୍କୁ ସୁରକ୍ଷା ଓ ନେବା ,ଆଣିବା ଏବଂ ଅଂଶ ଗ୍ରହଣ କରିବା ପାଇଁ ପଠାଯାଇଛି।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ.ଅନୁପମା ପ୍ରଧାନ ସମସ୍ତ ଶିଶୁ ମାନଙ୍କୁ ଗସ୍ତ ସମୟରେ ବିଜୟୀ ହେବା ପାଇଁ ଉତ୍ସାହିତ କରି ଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋଗ୍ରାମ ଅଫିସର୍ ଆଶିଷ ନାୟକ, ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ଆଇନ୍ ପରିବିକ୍ଷକ ଅଧିକାରୀ ଦିଗାମ୍ବର କର,ଗଣେଶ ସୁନା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande