ଧାର୍ମିକ ଯାତ୍ରାରେ ଛଅ ବର୍ଷ ପୂର୍ବରୁ ପାକିସ୍ତାନ ଯାଇଥିବା କିରଣ ବାଳାର ଆଜି ପର୍ଯ୍ୟନ୍ତ ମିଳିଲାନାହିଁ ସୁରାଗ
ଚଣ୍ଡୀଗଡ଼, ୧୪ ନଭେମ୍ବର(ହି.ସ.) – ପାକିସ୍ତାନରେ ଧାର୍ମିକ ଯାତ୍ରାରେ ଯିବାପରେ ମହିଳାମାନଙ୍କ ଗାୟବ ହେବାର ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତୀୟ ନାଗରିଙ୍କ ପାକିସ୍ତାନ ଯାଇ ନିରୁର୍ଦ୍ଦିଷ୍ଟ ହେବାର କେତେକ ମାମଲା ଆଗକୁ ଆସିଛି। ସବୁଥର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ତଥା ସୁର
ଧାର୍ମିକ ଯାତ୍ରାରେ ଛଅ ବର୍ଷ ପୂର୍ବରୁ ପାକିସ୍ତାନ ଯାଇଥିବା କିରଣ ବାଳାର ଆଜି ପର୍ଯ୍ୟନ୍ତ ମିଳିଲାନାହିଁ ସୁରାଗ


ଚଣ୍ଡୀଗଡ଼, ୧୪ ନଭେମ୍ବର(ହି.ସ.) – ପାକିସ୍ତାନରେ ଧାର୍ମିକ ଯାତ୍ରାରେ ଯିବାପରେ ମହିଳାମାନଙ୍କ ଗାୟବ ହେବାର ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତୀୟ ନାଗରିଙ୍କ ପାକିସ୍ତାନ ଯାଇ ନିରୁର୍ଦ୍ଦିଷ୍ଟ ହେବାର କେତେକ ମାମଲା ଆଗକୁ ଆସିଛି। ସବୁଥର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ତଥା ସୁରକ୍ଷା ଏଜେନ୍ସି ଦ୍ୱାରା ନିୟମ ବନାଯାଉଛି। ତଥାପ ଲୋକ ଛକ୍‌ମା ଦେଇ ପାକିସ୍ତାନରେ ରହିଯାଆନ୍ତି।

ସରବଜିତ କୌରଙ୍କ ନିରୁର୍ଦ୍ଦିଷ୍ଟ ହେବା ପରେ ସୁରକ୍ଷା ଏଜେନ୍ସି ଲଗାତାର ସକ୍ରିୟତାରେ ଯାଂଚ କରୁଛି। ଜଣାଯାଇଛି ଯେ ସରବଜିତ କୌର ଜାନୁଆରୀ, ୨୦୨୪ରେ ନିଜର ପାସ୍‌ପୋର୍ଟ ବନାଇ ଥିଲା। ତା’ର ନିଜ ସ୍ୱାମୀ ସହିତ ଝଗଡ଼ା ଚାଲୁଥିଲା ଏବଂ ସେ ସୋସିଆଲ୍ ମିଡିଆରେ ସକ୍ରିୟ ଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande