
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଭୁବନେଶ୍ବର
ମହାନଗର ନିଗମ ଅଞ୍ଚଳରେ ଚଳିତ ମାସରେ 389
ଜଣଙ୍କୁ ନୂଆକରି ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ନିମେନ୍ତ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ 80 ବର୍ଷରୁ ଉର୍ଦ୍ଧ୍ବ 78 ଜଣ ଏବଂ 80
ପ୍ରତିଶତରୁ ଉର୍ଦ୍ଧ୍ବ ବିକଳାଙ୍ଗତା ଥିବା 87 ଜଣ ଭିନ୍ନକ୍ଷମଙ୍କୁ
ଚିହ୍ନଟ କରାଯାଇଛି l ସେମାନଙ୍କୁ ଭତ୍ତା ଦେବା କାର୍ଯ୍ୟ ଆରମ୍ଭ
ହୋଇଛି। ବିଏମସି ଅଞ୍ଚଳରେ ପ୍ରତିମାସ 15 ରୁ 17 ତାରିଖ ମଧ୍ୟରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ
କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା