
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବିଭୀଷଣ
ସବୁଠି ଥାଆନ୍ତି। ଆମ ଦଳରେ ସେମିତି କିଏ ଟିକେ ଉଣା କିଏ ଟିକେ ଅଧିକ କାମ କରିଥିବେ । ବିଭୀଷଣ
ସଂଖ୍ୟା ଆମ ଦଳରେ ନଗଣ୍ୟ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସବୁର
ସମୀକ୍ଷା କରିବେ ଦଳ ସଭାପତି । କିନ୍ତୁ ପ୍ରାର୍ଥୀ ଚୟନ ଦଳର ନିଷ୍ପତ୍ତି ଥିଲା । ତାକୁ ସମସ୍ତେ
ମାନିଛନ୍ତି । ଯାହା ଯାହା ଠାରୁ ମତ ନେବା କଥା ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା