ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରେସ ସ୍ୱାଧୀନ ଓ ନିର୍ଭୀକ ରହିବ ଆବଶ୍ୟକ- ରାଜ୍ୟପାଳ
ଭୁବନେଶ୍ୱର, 16 ନଭେମ୍ବର (ହି.ସ)- ଜାତୀୟ ପ୍ରେସ୍ ଦିବସରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରେସ୍ ସ୍ୱାଧୀନ, ନିର୍ଭୀକ ଏବଂ ସତ୍ୟପ୍ରତିବଦ୍ଧ ରହିବା ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି କହିଛନ୍ତି । ସେ କହିଛନ୍ତି ଯେ, ପ୍ରେସ କ୍ଷମତାକୁ ପ୍ରଶ୍ନ କରିବେ, ଉ
ଗଣତନ୍ତ୍ରର ସୁରକ୍ଷା ପାଇଁ     ପ୍ରେସ ସ୍ୱାଧୀନ ଓ ନିର୍ଭୀକ ରହିବ ଆବଶ୍ୟକ- ରାଜ୍ୟପାଳ


ଭୁବନେଶ୍ୱର, 16 ନଭେମ୍ବର

(ହି.ସ)- ଜାତୀୟ ପ୍ରେସ୍ ଦିବସରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରେସ୍ ସ୍ୱାଧୀନ, ନିର୍ଭୀକ ଏବଂ ସତ୍ୟପ୍ରତିବଦ୍ଧ ରହିବା ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ

ଡ. ହରିବାବୁ କମ୍ଭମପତି କହିଛନ୍ତି । ସେ କହିଛନ୍ତି ଯେ, ପ୍ରେସ କ୍ଷମତାକୁ ପ୍ରଶ୍ନ କରିବେ, ଉତରଦାୟୀକୁ ସୁନିଶ୍ଚିତ କରିବେ ଏବଂ ଗଣତନ୍ତ୍ରର ଆତ୍ମାକୁ ସୁରକ୍ଷିତ

ରଖିବେ।

ଏକ ଦାୟିତ୍ୱଶୀଳ ମାଧ୍ୟମ

ସ୍ୱଚ୍ଛତାକୁ ଉତ୍ସାହିତ କରେ, ଭ୍ରାନ୍ତିସୂଚନାକୁ ରୋକେ ଏବଂ ନାଗରିକଙ୍କର ଜାଣିବାର ଅଧିକାରକୁ ସୁରକ୍ଷା କରେ, ଯାହା ଆମ ଗଣତନ୍ତ୍ରିକ ପ୍ରଣାଳୀକୁ ଆଉ ଅଧିକ ଶକ୍ତିଶାଳୀ ଓ ସାର୍ଥକ

କରେ ବୋଲି ରାଜ୍ୟପାଳ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande