ନୂଆପଡ଼ା ଉପନିର୍ବାଚନରେ ବିଜୟ ପାଇଁ ଅଭିନ୍ଦନ
କେନ୍ଦ୍ରାପଡ଼ା, ୧୬ ନଭେମ୍ବର(ହି.ସ.) – ନୂଆପଡା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଥିବାରୁ ମହାକାଳପଡା ବିକାଶ ମଂଚ ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବିକାଶ ମଂଚର ସଭାପତି ପରିବେଶବିତ୍ କାଶିନାଥ ରାଉତରାୟ, ସମ୍ପାଦକ ଭାଗିରଥି
ନୂଆପଡ଼ା ଉପନିର୍ବାଚନରେ ବିଜୟ ପାଇଁ ଅଭିନ୍ଦନ


କେନ୍ଦ୍ରାପଡ଼ା, ୧୬ ନଭେମ୍ବର(ହି.ସ.) – ନୂଆପଡା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଥିବାରୁ ମହାକାଳପଡା ବିକାଶ ମଂଚ ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ବିକାଶ ମଂଚର ସଭାପତି ପରିବେଶବିତ୍ କାଶିନାଥ ରାଉତରାୟ, ସମ୍ପାଦକ ଭାଗିରଥି ନନ୍ଦ, ମଂଚର ସଦସ୍ୟ ବିଚିତ୍ରା ନନ୍ଦ ବାରିକ, ହେମନ୍ତ ଜେନା, ରମେଶ ଚନ୍ଦ୍ର ସ୍ୱାଇଁ, ସେକ୍ ଆନଜାନ୍‌, ଯୁବ ସମାଜ ସେବୀ ଅକ୍ଷୟ ତରାଇ, ମନୋରଞ୍ଜନ ଜେନା, ବିଶ୍ୱନାଥ ରାଉତରାୟ, ବିଶ୍ୱଜିତ ମହାପାତ୍ର, ଧନେଶ୍ୱର ସେଠୀ, ନଗେନ୍ଦ୍ର ଚୈାଧୁରୀ, ନିରଞ୍ଜନ ଓଝା, ଇଶ୍ୱର ଚନ୍ଦ୍ର ବେହେରା, ଶ୍ରୀକାନ୍ତ ଜେନା, ପ୍ରାର୍ଥ ସାରଥି ସାମନ୍ତରାୟ, ଅରକ୍ଷୀତ ଦାସ, ପ୍ରଦୀପ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଡଃ ଦୁର୍ଗା ପ୍ରସନ ନାୟକ ଓ ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭ ଅଭିନନ୍ଦନ ଜ୍ଞାପନ କରିବା ସହ ନୂଆପଡା ବାସିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande