
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବାଲା ସାହେବ
ଠାକେରଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସନାତନ ସଂସ୍କୃତି, ଜାତୀୟ ଅସ୍ମିତା ଏବଂ ଲୋକଙ୍କ ସ୍ୱାଭିମାନର ସୁରକ୍ଷା ପାଇଁ ନିଜ ସମ୍ପୂର୍ଣ୍ଣ ଜୀବନ ଅର୍ପଣ
କରିଥିବା ‘ହିନ୍ଦୁ ହୃଦୟ
ସମ୍ରାଟ’ ବାଳାସାହେବ ଠାକରେ
ଜୀଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା