ବିଜେପିର ପଦାଧିକାରୀ ବୈଠକ
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ପଦାଧିକାରୀ ବୈଠକ ବସିଛି । ଆତ୍ମନିର୍ଭର ଭାରତ ସଂକଳ୍ପ ଉପରେ ମଧ୍ୟ ହେଉଛି ଆଲୋଚନା । ଏହା ପରେ ବିଧାୟକ ଏବଂ ସାଂସଦ ମାନଙ୍କର ବୈଠକ ରହିଛି । ରାଜ୍ୟ ସଭାପତି ମନମୋହନ ସାମାଲଙ୍କ ଅଧ୍ୟକ୍ଷତରେ ବସିଛି ବୈଠକ
ବିଜେପିର ପଦାଧିକାରୀ ବୈଠକ


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ପଦାଧିକାରୀ ବୈଠକ ବସିଛି । ଆତ୍ମନିର୍ଭର

ଭାରତ ସଂକଳ୍ପ ଉପରେ ମଧ୍ୟ ହେଉଛି ଆଲୋଚନା । ଏହା ପରେ ବିଧାୟକ ଏବଂ ସାଂସଦ ମାନଙ୍କର ବୈଠକ

ରହିଛି । ରାଜ୍ୟ ସଭାପତି ମନମୋହନ ସାମାଲଙ୍କ ଅଧ୍ୟକ୍ଷତରେ ବସିଛି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ ଏବଂ ପ୍ରଭାରୀ ବିଜୟ ପାଲ ସିଂ ଉପସ୍ଥିତ ।

ପଦାଧିକାରୀ ବୈଠକରେ ସମସ୍ତ

ପଦାଧିକାରୀ ସହ ଜିଲ୍ଲା ସଭାପତି ଉପସ୍ଥିତ ଅଛନ୍ତି।

ନୂଆପଡା ଉପନିର୍ବାଚନ ପାରେ ବାକି ଥିବା ସାଙ୍ଗଠନିକ କାର୍ଯ୍ୟକୁ ଆଗକୁ ନେବାକୁ ଉପରେ

ଆଲୋଚନା ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande