15 ଦିନ ପରେ ମିଳିଲା ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ରାଜଧାନୀରୁ ଯୁବକ ସତ୍ୟଜିତ ଦାସ ନିଖୋଜ ଘଟଣା । ଦୀର୍ଘ 15 ଦିନ ପରେ ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପାଇଛନ୍ତି । କ୍ଷତାକ୍ତ ଅବସ୍ଥାରେ ଚିକିତ୍ସା ହେଉଥିବା
15 ଦିନ ପରେ ମିଳିଲା ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ରାଜଧାନୀରୁ

ଯୁବକ ସତ୍ୟଜିତ ଦାସ ନିଖୋଜ ଘଟଣା । ଦୀର୍ଘ 15 ଦିନ ପରେ ସତ୍ୟଜିତ

ଦାସଙ୍କ ମିଳିଲା ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପାଇଛନ୍ତି

। କ୍ଷତାକ୍ତ ଅବସ୍ଥାରେ ଚିକିତ୍ସା ହେଉଥିବା କହିଛନ୍ତି ପରିବାର ଲୋକେ । ଗତ 1ତାରିଖ ଦିନ ସତ୍ୟଜିତ ସାଙ୍ଗମାନଙ୍କ ସହ ଭରତପୁର ଅଞ୍ଚଳରେ ଜନ୍ମ ଦିନ

ପାଳିବାକୁ ଆସିଥିଲେ । ପରେ ତାଙ୍କର ପତା

ମିଳିନଥିଲା । ଏନେଇ ଭରତପୁର ଥାନାରେ ପରିବାର

ଲୋକେ ଅଭିଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande