୧୯ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)-୧୯ ତାରିଖରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 21ତମ କିସ୍ତି ଅଧୀନରେ, ପ୍ରାୟ 9 କୋଟି ଚାଷୀଙ୍କ ନିକଟକୁ ପ୍ରାୟ 18,000 କୋଟି ଟଙ୍କାର ସମ୍ମାନ ରାଶି ମିଳିବ । ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃ
୧୯ରେ ଚାଷୀଙ୍କୁ ମିଳିବ     ପିଏମ୍ କିଷାନ ଟଙ୍କା


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)-୧୯ ତାରିଖରେ ଚାଷୀଙ୍କୁ

ମିଳିବ ପିଏମ୍ କିଷାନ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 21ତମ କିସ୍ତି ଅଧୀନରେ, ପ୍ରାୟ 9 କୋଟି ଚାଷୀଙ୍କ ନିକଟକୁ

ପ୍ରାୟ 18,000 କୋଟି ଟଙ୍କାର ସମ୍ମାନ ରାଶି ମିଳିବ । ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରଙ୍କୁ

ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ

ଆସିବ ଟଙ୍କା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande