ଏକାଦଶି ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଜୟପୁର, ୨ ନଭେମ୍ବର (ହି.ସ.) - ପବିତ୍ର କାର୍ତିକ ମାସର ବଡ ଏକାଦଶି । ଏହି ଅବସରରେ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଇଛି । ଜୟପୁର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ଭଗବତୀ ମନ୍ଦିର, ପଂଚାନନ ମନ୍ଦିର, ବାବା ବୈଦ ନାଥ ମନ୍ଦିର, ରଘୁ ନାଥ ମନ୍ଦିର. ଗୀତା ଭବନ, ଚୈତନ୍ୟ ମନ୍ଦିର ର
ଏକାଦଶି ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ


ଜୟପୁର, ୨ ନଭେମ୍ବର (ହି.ସ.) - ପବିତ୍ର କାର୍ତିକ ମାସର ବଡ ଏକାଦଶି । ଏହି ଅବସରରେ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଇଛି । ଜୟପୁର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ଭଗବତୀ ମନ୍ଦିର, ପଂଚାନନ ମନ୍ଦିର, ବାବା ବୈଦ ନାଥ ମନ୍ଦିର, ରଘୁ ନାଥ ମନ୍ଦିର. ଗୀତା ଭବନ, ଚୈତନ୍ୟ ମନ୍ଦିର ରେ ପ୍ରବ ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି । ବଡ ଏକାଦଶି ଅବସରରେ ଜଗନ୍ନାଥ ମନ୍ଦିର ଓ ବଲ୍ଲଭ ନାରାୟଣ ମନ୍ଦିରରେ ସ୍ୱତନ୍ତ୍ର ନିତି କାନ୍ତି ହୋଇଛି । ବଲ୍ଲଭ ନାରାୟଣଙ୍କ ରୌପ୍ୟ ବେଶ ରେ ସଜ୍ଜିତ କରାଯାଇ ୫୬ ଭୋଗ ଲାଗି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande